Video Discription |
Song Credits;
►Song : Chabli Chabli Pani
►Lyrics : Sisir Dash
►Music : Nihar acharya
►Singer: Jayashree Dhal , Sanatan Purohit
►Arrangement: Suraj Haldar
►Studio : Survibration (7008940396)
►Recording & Mixing - Survibration (BBSR)
for recording new song call 7008940396
Video Credits -:
►Starring: Purna , Babulu, Sagar , Guru
►D.O.P: Matru prasad
►Edit -: Matru prasad
► Special Thanks to Bitan Guruji ,Sumanta Bhai
ଚଵଲି ଚଵଲି ପାନି, ତୁଇ ନ' ଗାଧାରେ ନନି
ତକେ ଧରସି ଲସମ,
ଧାଙ୍ଗଡି ଟକିର ଗାଗଡ଼ ନସା ବଡେ ବିଷମ ...
ରେ ନନି ବଡେ ବିଷମ । ପୁ
ଡ଼ଗ୍ ରି ଡ଼ ଗ୍ ରି ନୁନା ତୁଇ ନାଇଁ ଦେଖବେ ମକେ
ମକେ ଲାଗୁଲି ସରମ,
ଧାଙ୍ଗଡ଼ା ପିଲାର ମାଈଜି ନିଶା
ବଡେ ବିଷମ । ଝି
----
ମଲ୍ଲୀ ଫୁଲିଆ ଧି' ରେ ତର ହଳଦୀ୍ ମାଖାନି
ର'ଟ୍ କରି ଦିଲ୍ କୁ ମର, ଘାଇଲା କଲାନି । ପୁ
ରାତି ନାଇଁ, ଦିନ୍ ନାଇଁ, ସପ୍ ନି ହେଲିନି,
ତର୍ ଲାଗି ବାବୁ ମର ଝୁମରା ଗାଲାନି । ଝି
ରଇ ହିଏ ନାଇଁ., ସଇ ହିଏ ନାଇଁ,
କାଇ କରବି, କ'ରେ ମର ଫୁଟଲା କରମ ।ଝି
ଧାଙ୍ଗଡ଼ି ଟକିର ଗାଗଡ଼୍ ନସା, ବଡେ ବିଷମ ପୁ
ଧାଙ୍ଗଡ଼ା ପିଲାର ମାଈଜି ନିଶା, ବଡେ ବିଷମ ଝି
----୧----*
ମନ୍ ରସିଆ ତୁଇ, କାଇ କଲୁରେ ମଇନି,
ସଟ୍ କରି, ଦିଲ୍ କୁ ମର, ନେଲୁରେ ଘେନି । ଝି
ହେତ୍ ନାଇଁ, ଚେତ୍ ନାଇଁ, ଘାବରି ଗଲିନି,
ତକେ ଛାଡି, ଛନେ ନାଇଁ ରଇକେ ହେଲାନି । ପୁ
ମାଙ୍ଗ୍ -ନିକେ ଯିବି, ଉ ଦ୍ ଲି ଆ ନେବି
କାଇ କରବି, କରେ ତକେ ହେଇସି ଧରମ । ପୁ
ଧାଙ୍ଗଡ଼ା ପିଲାର ମାଈଜି ନିଶା, ବଡେ ବିଷମ ଝି
ଧାଙ୍ଗଡ଼ି ଟକିର ଗାଗଡ଼୍ ନସା ବଡେ ବିଷମ ପୁ
----୨----
ମର୍ ଜୀବନ ତକେ, ଧନ ସର୍ ପି ଦେଲିନି,
ଝ'ଟ୍ କରି ନେଇସୁ ବଲି, ସୁମ୍ ରି ହେଲିନି । ଝି
ଆୟା, ବୁଆ, ନାନା, ଦାଦି, ସଵ୍ କେ କଉନି,
ଏସୁର୍ ପାଚି ବିକ୍ ଲେ ସରି ଚିନା ବାନ୍ଧୁନି । ପୁ
ମର୍ - କାଜେ ତକେ, ତର୍ କାଜେ ମକେ,
ଲାଗ୍ ସି ଆଚେ, ମାପୃ ଆମ୍ କେ କଲା ଜନମ ପୁ
ଧାଙ୍ଗଡ଼ା ପିଲାର ମାଈଜି ନିଶା, ବଡେ ବିଷମ ଝି
ଧାଙ୍ଗଡ଼ି ଟକିର ଗାଗଡ଼ ନସା ବଡେ ବିଷମ । ପୁ
ଧାଙ୍ଗ ଡ଼ା, ଧାଙ୍ଗ ଡ଼ି ପେରେମ୍, ନିଶା ବଡେ ବିଷମ
ପୁ/ଝି
ଚଵଲି ଚବଲି ପାନି ଆ' ମିସତେ ଗାଧଉନି
ନାଇ ଧରସି ଲସମ,
ଧା ଙ୍ଗ ଡ଼ା ପିଲାର ମାଇଜି ନିଶା ବଡେ ବିଷମ ...ଝି
-----୩----
କଣ୍ଠ: ଜୟଶ୍ରୀ ଧଳ ଓ ସନାତନ ପୁରୋହିତ
ଗୀତ: ଶିଶିର ଦାଶ
ସଙ୍ଗୀତ: ନିହାର ଆଚାର୍ଯ୍ୟ
©Mood Swing Odisha
&
Sur Vibration
English Translation of our Desiya Folk Song
Chabli Chabli Pani
(Swooshing Sound of Water)
--------------
Avoid taking such an intense bath by creating a swooshing sound with water by hand, as it may lead to catching a cough and cold.
Any illness of young girls can be quite dangerous.
M
Please don't stare at me, with wide eyes, I'm feeling shy about this.
This attitude of Boys towards Girls can be quite annoying.
F
(Repeat)
The way you apply turmeric on your soft, delicate body has stolen my heart at first sight.
I have been dreaming about you day and night, losing sleep. F
It's become unbearable and I feel restless because of it.
Tell me, what should I do?
F
Any illness in young girls can be quite dangerous. M
This attitude of Boys towards girls can be quite annoying. F
1
You've hypnotized me and stolen my heart.
F
I'm feeling unconscious and unstable; I can't bear to be without you.
M
Now my dear, please suggest whether I should propose for you or let you go.
M
This attitude of Boys towards young girls can be quite annoying. F
Any illness in young girls can be quite dangerous. M
2
I offer you my life and eagerly await the day when you'll marry me.
F
Let's discuss this with everyone; viz. Mother, Father, Brother and Grandpa. After the harvest of our crops, we can negotiate. M
M
Perhaps, God has made us for each other as I feel. M
This attitude of Boys towards girls can be quite annoying. F
Any illness in young girls can be quite dangerous. M
3
Love Affairs between Boys and Girls carry inherent risks.
M/F
Come and have bath in the swooshing sound of water together, you'll not catch cold. F
Love afairs of a boy carries inherent risks, you know...F
Singers: Jayashree Dhal & Sanatan Purohit
Lyrics: Sisir Dash
Music: Nihar Acharya
©Mood Swing Odisha
#Chablichablipani
#jayashreedhal
#rohitpurohit
#NIharacharaya
#SisiraDash
#newodiasong
#koraputiasongs
#newdesiasong
#survibration
#sambalpurisong
#ratinaidinnai
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
*******
✽ Subscribe our Official YouTube Channel -
https://www.youtube.com/channel/UCT_S....
✽ Like us on Facebook -
h
/ drjayashreed. .
/ sur-vibratio.. .
LIKE ◆ COMMENT ◆ SHARE ◆ SUBSCRIBE o4ZnPIC6J98 |